Browsing Tag

Shishir Saras Mela in the capital from next 13th

ଆସନ୍ତା ୧୩ରୁ ରାଜଧାନୀରେ ଶିଶିର ସରସ ମେଳା

ଆସନ୍ତା ୧୩ ରୁ ୨୯ ପର୍ଯ୍ୟନ୍ତ ଶିଶିର ସରସ ମେଳା ବରମୁଣ୍ଡା ପଡିଆରେ ଅନୁଷ୍ଠିତ ହେବ। ମେଳାରେ ମୋଟ ୩୫୦ ଟି ଷ୍ଟଲରେ ହେବ ବ୍ୟବସାୟ । ୨ ଟି ରାଜ୍ୟର ହସ୍ତଶିଳ୍ପ , ହସ୍ତତନ୍ତ ଓ ଖାଦ୍ୟ ମସଲା ସାମଗ୍ରୀ ଆଦି ଷ୍ଟଲରେ ବିକ୍ରି ହେବ। ହକି ବିଶ୍ବକପ ପାଇଁ ରାଉରକେଲାରେ ମଧ୍ଯ ୧୫ ରୁ ୨୭ ଯାଏଁ…