ପହିଲାରୁ ଶିରିଡି ସାଇ ବାବା ମନ୍ଦିର ଦର୍ଶନ ବନ୍ଦ
ଶିରିଡି ସାଇବାବା ଯିବାକୁ ପ୍ଲାନ କରୁଥିଲେ ଆପଣଙ୍କ ନୈରାଶଜନକ ଖବର । ଶିରିଡି ସାଇ ବାବାଙ୍କୁ ଦର୍ଶନ ନେଇ ବଡ ଖବର ସାମ୍ନାକୁ ଆସିଛି । ମହାରାଷ୍ଟ୍ରର ଶିରିଡି ସାଇ ବାବା ମନ୍ଦିର ମେ ୧ ତାରିଖରୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ସାଇବାବା ଟେମ୍ପଲ ଟ୍ରଷ୍ଟ । ମନ୍ଦିରରେ ସୁରକ୍ଷା ପାଇଁ…