ଅଲଗା ହେଲେ ଶିଖର ଧୱନ-ଆୟେଶା
ଟିମ୍ ଇଣ୍ଡିଆର ଷ୍ଟାର କ୍ରିକେଟର ଶିଖର ଧାୱନ। ବର୍ତ୍ତମାନ ତାଙ୍କ ପତ୍ନୀ ଆୟେଶା ମୁଖାର୍ଜୀଙ୍କ ଠାରୁ ଛାଡପତ୍ର ପାଇଛନ୍ତି। ଦିଲ୍ଲୀର ପଟିଆଲା ହାଉସର ଏକ ଫ୍ୟାମିଲି କୋର୍ଟ ଶିଖର ଧାୱନଙ୍କ ଛାଡପତ୍ରକୁ ମଞ୍ଜୁରୀ ଦେଇଛନ୍ତି। କିଛି ମୁଖ୍ୟ କାରଣରୁ କୋର୍ଟ ଏହି ନିଷ୍ପତ୍ତି ଶୁଣାଇଛନ୍ତି।…