ରାଜଧାନୀରେ ଲୁଗା ଦୋକାନକୁ ୨ ଲକ୍ଷ ଟଙ୍କା ଫାଇନ୍
(ଓଡ଼ିଶାଫାଷ୍ଟ ବ୍ୟୁରୋ): ରାଜ୍ୟରେ ଲାଗୁ ରହିଛି ଲକଡାଉନ୍ । କରୋନା ସଂକ୍ରମଣ ରୋକିବା ତଥା ସଂକ୍ରମଣର ଚେନ୍ ଭାଙ୍ଗିବାକୁ କଟକଣାକୁ କଡାକଡି କରାଯାଇଚି । ସମସ୍ତ ଦୋକାନ ବଜାର ବନ୍ଦ ରହୁଛି । କେବଳ ସକାଳ ୧୧ଟା ଯାଏଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ମିଳୁଛି । କରୋନା ବିପଦ ଥମି ନଥିବା ବେଳେ ଅନେକ…