ଶରଦ ପାୱାରଙ୍କୁ ମିଳିଲା ନୂଆ ଚିହ୍ନ
୨୪ ନିର୍ବାଚନରେ ନୂଆ ନାମ ଓ ନୂଆ ଚିହ୍ନ ନେଇ ଶରଦ ପାୱାରଙ୍କ ଦଳ ମଇଦାନକୁ ଓହ୍ଲାଇବ । ଶରଦ ପାୱାରଙ୍କ ନୂଆ ଦଳର ନାଁ 'ଏନସିପି ଶରଦ ଚନ୍ଦ୍ର ପାୱାର' ରହିଛି । ତାଙ୍କ ଦଳୀୟ ଚିହ୍ନ ଜଣେ ବ୍ୟକ୍ତି ପେଁକାଳି ଫୁଙ୍କୁଥିବା ଦେଖିବାକୁ ମିଳିଛି । ଗତ ସପ୍ତାହରେ ନିର୍ବାଚନ କମିଶନ ଅଜିତ ପାୱରଙ୍କ…