ଶନିବାର ଏଭଳି ପୂଜା କରିବା ଦ୍ୱାରା ମିଳିବ ଶନିଦେବଙ୍କ ଆଶିଷ
ଶନିବାର ଦିନ ଟି ଶନିଦେବ ଙ୍କ ପାଇଁ ଉଦ୍ଧିଷ୍ଟ ଅଟେ l ଶନିଦେବ ଙ୍କ ପ୍ରଭାବ ରୁ ମୁକ୍ତି ପାଇବା ପାଇଁ ଶନିବାର ଦିନ ଶନିଦେବ ଙ୍କ ନିକଟରେ ପୂଜାର୍ଚନା ବିଶେଷ ଭାବେ କରାଯାଇ ଥାଏ l ଏବଂ ଆମେ ଶନିଦେବ ଙ୍କ ର ବିଶେଷ କୃପା ମଧ୍ୟ ପାଇଥାଉ l
-ଶନି ଦେବଙ୍କ କୃପା ଦୃଷ୍ଟି ଲାଭ କରିବା ପାଇଁ ଦାନ…