ବସ୍ ଓ ଏସ୍ୟୁଭି ମୁହିଁମୁହିଁ ଧକ୍କା; ୯ ମୃତ, ୩୦ରୁ ଅଧିକ ଆହତ
ଆଜି ଭୋରୁ ଗୁଜରାଟର ନବସାରୀ ଜିଲ୍ଲାରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ବସ୍ ଓ ଏସ୍ୟୁଭି ମଧ୍ୟରେ ମୁହିଁମୁହିଁ ଧକ୍କା ହେବା ଫଳରେ ୯ ଜଣ ଲୋକଙ୍କ ଜୀବନ ଯାଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଥିବା ଜଣାପଡିଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଏସ୍ୟୁଭିଟି ସଂପୂର୍ଣ୍ଣ ଚୂରମାର ହୋଇଯାଇଛି।…