Browsing Tag

several injured as fire breaks out in Delhi’s Shastri Nagar building

ଦିଲ୍ଲୀରେ ଭୟଙ୍କର ଅଗ୍ନିକାଣ୍ଡ; ୪ ଜୀବନ୍ତ ଦଗ୍ଧ

ଦିଲ୍ଲୀ ଶାହଦରା ଶାସ୍ତ୍ରୀ ନଗରରେ ଥିବା ଏକ ଆବାସିକ କୋଠାରେ ଭୟଙ୍କର ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ୪ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି । ନିଆଁ ଲିଭା ସୂଚନା ମିଳିବା ପରେ ଦମକଳ ଏବଂ ପୋଲିସ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚିଛି । ନିଆଁ ଲାଗିବା ଯୋଗୁଁ ପାର୍କିଂରେ ୪ଟି ଗାଡି ପୋଡି ଯାଇଥିଲା । ପୋଲିସ…