Browsing Tag

Sent To Jail

ସମାଜବାଦୀର ବରିଷ୍ଠ ନେତା ଆଜମ୍‌ ଖାନ୍‌, ତାଙ୍କ ପୁଅ ଏବଂ ପତ୍ନୀଙ୍କୁ ୭ ବର୍ଷ ଜେଲ୍‌ ଦଣ୍ଡାଦେଶ

ରାମପୁର-ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଆଜମ୍‌ ଖାନ୍‌ଙ୍କୁ ମିଛ ଜନ୍ମ ପ୍ରମାଣପତ୍ର ମାମଲାରେ ରାମପୁର ଅଦାଲତ ୭ ବର୍ଷ ଜେଲଦଣ୍ଡାଦେଶ ନିର୍ଦେଶ ଦେଇଛନ୍ତି । ଏହା ସହ ଘଟଣାରେ ସମ୍ପୃକ୍ତି ଥିବା ତାଙ୍କର ପତ୍ନୀ ତଂଜୀନ ଫତିମା ଏବଂ ପୁଅ ଅବଦ୍ଦୁଲା ଆଜମଙ୍କୁ ମଧ୍ୟ ୭ ବର୍ଷ ଲେଖାଏଁ ଜେଲଦଣ୍ଡାଦେଶ…