Browsing Tag

senior leader Damodar Rout

ଦାମଙ୍କ ତୁଣ୍ଡ ହେବ ସତ, ଲୁଣିପାଣି ରେ ଫୁଟିବନି ପଦ୍ମ

ଓଡ଼ିଶା ଫାଷ୍ଟ (ଜିତେନ୍ଦ୍ର ମହାନ୍ତି): ଅନେକ ଥର ଥଟା ମଜାରେ ହେଉ ପଛେ ଦାମୋଦର ରାଉତଙ୍କ ତୁଣ୍ଡରୁ ବାହାରିଥିବା ରାଜନୈତିକ ଭବିଷ୍ୟ ବାଣୀ ସତହୋଇଛି । ସେହିପରି ଏକ ଭବିଷ୍ୟ ବାଣୀ ଦାମ ବାବୁଙ୍କର ସତହେବାକୁ ଯାଉଛି । ବିଗତ ଦିନରେ ବିଜେଡ଼ି ଦଳରେ ଥିବାବେଳେ ବରିଷ୍ଠ ନେତା ଡାକ୍ତର ଦାମୋଦର…

ଉଚ୍ଚ ହୃଦୟର ପରିଚୟ ଦେଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କୁ ବିଗତ କିଛିଦିନ ଧରି ସମାଲୋଚନା କରି ଆସୁଥିବା ବରିଷ୍ଠ ନେତା ଦାମୋଦର ରାଉତଙ୍କ ପତ୍ନୀଙ୍କ ଶେଷ ଦର୍ଶନ କରି ମାନବିକତାର ପରିଚୟ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦାମଙ୍କ ପତ୍ନୀ ସ୍ନେହଲତା ମହାପାତ୍ରଙ୍କ ଆଜି ଦେହାନ୍ତ ହୋଇଯାଇଛି । ୭୨ ବର୍ଷ…

ଦାମ ହେବେ ରାଜ୍ୟପାଳ !

ଓଡ଼ିଶା ଫାଷ୍ଟ(ଜିତେନ୍ଦ୍ର ମହାନ୍ତି): ଓଡ଼ିଶାରେ ବିଜେପି ନିଜ ଗଡ଼ ମଜଭୁତ କରିବାକୁ ସବୁକିଛି ଅପଣେଇବାକୁ ମନସ୍ତ କରିସାରିଛି । ଯାହାକି ଦାମଙ୍କ ବିଜେପିରେ ଯୋଗଦାନର ରହସ୍ୟ ଖୋଲିବାରେ ଲାଗିଛି । ବରିଷ୍ଠ ନେତା ଦାମୋଦର ରାଉତ ବଜେପି ରେ ଯୋଗଦାନ କୁ ନେଇ ଚାଲିଥିବା ସସପେନ୍ସରେ ପଡିଛି…

ପଦ୍ମ ଧରି ଖେଳ ଖେଳିବେ ଦାମ !

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତକାଲି ଦିଲ୍ଲୀରେ ବିଜେପିରେ ଯୋଗଦେବା ପରେ ଦାମୋଦର ରାଉତ ବାଲିକୁଦା-ଏରସମା ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବା ପାଇଁ ଆଶାୟୀ ଅଛନ୍ତି ବୋଲି ଗଣମାଧ୍ୟମକୁ କହିଛନ୍ତି । ସେ କହିଛନ୍ତି, ବାଲିକୁଦା ମୋ ଜନ୍ମ ସ୍ଥାନ । ଜୀବନର ଶେଷ ସମୟରେ ଜନ୍ମ ମାଟିର ସେବା କରିବା…

ପଦ୍ମ ଧରିବେ ଦାମ ! ଦିଲ୍ଲୀରେ ହୋଇଛି ବୈଠକ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବରିଷ୍ଠ ନେତା ଦାମୋଦର ରାଉତ ଖୁବଶୀଘ୍ର ବିଜେପିରେ ଯୋଗ ଦେବାକୁ ଯାଉଛନ୍ତି । ସେଥିପାଇଁ ସେ ଦିଲ୍ଲୀ ଗସ୍ତରେ ଅଛନ୍ତି । ଦିଲ୍ଲୀରେ ଚାଲିଛି ବୈଠକ । ଗତ ୩ ତାରିଖରେ ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ପୂର୍ବତନ ଏମ.ପି ବୈଜୟନ୍ତ ପଣ୍ଡା ବିଜେପିରେ ଯୋଗଦେଇଥିଲେ ।…