ଵରିଷ୍ଟ ସାମ୍ବାଦିକ ଭଵାନି ପ୍ରସାଦ ଦାସଙ୍କ ପିତୄ ବିୟୋଗ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତକାଲି ପ୍ରତୁଷରେ ପୁରୁଣା ଭୁବନେଶ୍ୱର ର ଭିମଟାଙ୍ଗି ଅଞ୍ଚଳର ଜଣାଶୁଣା ବ୍ୟକ୍ତି ଭଗବାନ ଦାସଙ୍କ ଅକାଳ ବିୟୋଗ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ବୟସ ୭୧ ହୋଇଥିଲା । ସେ ପରୋପକାରୀ ବ୍ୟକ୍ତି ଥିଲେ । ସରକାରୀ ଚାକିରିରୁ ଆବସର ନେବା ପରେ ସେ ସମାଜସେବାରେ ନିଜକୁ…