କଂଗ୍ରେସରୁ ଇସ୍ତଫା ଦେଲେ ପ୍ରଦୀପ ମାଝୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ପୂର୍ବରୁ ପୁଣି ସରଗରମ ହୋଇଛି ଓଡ଼ିଶା ରାଜନୀତି । ଅନେକ ଦିନରୁ ପ୍ରଦୀପ ମାଝୀଙ୍କୁ ନେଇ ଚାଲିଥିବା ସସପେନ୍ସର ଅନ୍ତ ଘଟିଛି । ଆଜି ବିଧିବଦ୍ଧ ଭାବରେ ରାଜ୍ୟ କାରିଣୀ ସଭାପତି ପଦରୁ ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ ମାଝୀରୁ ଇସ୍ତଫା ଦେଇଛନ୍ତି ।…