Browsing Tag

Senior BJP leader Nagraj Dora will join BJD

ବିଜେଡ଼ିରେ ଯୋଗ ଦେବାକୁ ରାଜଧାନୀରେ ପହଞ୍ଚିଲେ ବରିଷ୍ଠ ବିଜେପି ନେତା ନାଗରାଜ ଦୋରା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ମୁଖ୍ୟ ଅନୁଗତ ତଥା ବିଜେପିର ବରିଷ୍ଠ ନେତା ନାଗରାଜ ଦୋରା ବିଜେପି ଛାଡି ବିଜେଡିରେ ଯୋଗ ଦେବେ । ସୂଚନା ଅନୁଯାୟୀ, ଶ୍ରୀ ଗମାଙ୍ଗ ଦଳ ଛାଡି ବିଜେପିରେ ଯୋଗ ଦେବା ପରେ ସେ ବି ତାଙ୍କ ସହ ବିଜେପିରେ ଯୋଗ ଦେଇଥିଲେ…