ଡ଼ଟ ଫେଷ୍ଟରେ ତଣ୍ଟିଆ ପରେ ଧାରଣାରେ ବସିଲେ କର୍ପୋରେଟର
ଭୁବନେଶ୍ୱର, ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଡ଼ଟ ଫେଷ୍ଟ ର ପିଛା ଛାଡ଼ୁନି ବିବାଦ । ଯେତେ ସଜାଡ଼ିବାକୁ ଚେଷ୍ଟା କଲେ ମଧ୍ୟ ପରିସ୍ଥିତି ବିଗୁଡୁଛି ସିନା ସମାଧାନ ହେବାର ନା ନେଉନାହିଁ । ମେୟର ଏକପ୍ରକାର ଲାଚାର ହେବା ପରି ମନେହେଉଛି । ଡ଼ଟ ଫେଷ୍ଟରେ ଚାଲିଛି ଅଫିସର ଏବଂ ବାବୁଙ୍କ ରାଜୁତି । କେବଳ…