ବିଧାନସଭା ଅଧିବେଶନ ପୂର୍ବରୁ ହେଲା ସୁରକ୍ଷା ଯାଞ୍ଚ
ଜୁଲାଇ ୨ ତାରିଖରେ ବିଧାନସଭା ମୌସୁମୀ ଅଧିବେଶନ । ବିଧାନସଭା ଅଧିବେଶନ ପୂର୍ବରୁ ସୁରକ୍ଷା ଯାଞ୍ଚ କଲା କମିଶନରେଟ ପୋଲିସ । ସିପି, ଗୁଇନ୍ଦା ନିର୍ଦ୍ଦେଶକ, ଗୁଇନ୍ଦା ଡିଆଇଜି ଓ ଡିସିପିଙ୍କ ଦ୍ୱାରା ଯାଞ୍ଚ କରାଯାଇଛି । ସେହିପରି ବିଧାନସଭା ଅଧିବେଶନ ପାଇଁ ରହିବ ତ୍ରିସ୍ତରୀୟ ସୁରକ୍ଷା…