Browsing Tag

search operation underway

ଅରୁଣାଚଳ ପ୍ରଦେଶରରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ; ଉଦ୍ଧାର କାର୍ଯ୍ୟ ଜାରି

ଅରୁଣାଚଳ ପ୍ରଦେଶର ଉପେର ସିଆଙ୍ଗ ଜିଲ୍ଲାରେ ଏକ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁସାରେ, ଉପେର ସିଆଙ୍ଗ ଜିଲ୍ଲାର ମିଙ୍ଗିଙ୍ଗ୍‌ ଗାଁରେ ହେଲିକପ୍ଟରଟି ଆଜି ଦୁର୍ଘଟଣା ହୋଇଥିବା ଜଣାପଡ଼ିଛି। ଅତ୍ୟନ୍ତ ଦୁର୍ଗମ ଅଞ୍ଚଳରେ ଦୁର୍ଘଟଣା ଘଟିଥିବା…