ମାନସ ସ୍ବାଇଁ ହତ୍ୟାକାଣ୍ଡ ମାମଲା : ଶୁକ୍ରବାର କ୍ରାଇମ୍ ସିନ୍ ରିକ୍ରିଏସନ୍
କଟକ : ମାନସ ସ୍ବାଇଁ ହତ୍ୟାକାଣ୍ଡ ମାମଲାର ସମସ୍ତ ଅଭିଯୁକ୍ତଙ୍କୁ ଧରି କ୍ରାଇମବ୍ରାଞ୍ଚ ଟିମ୍ ଫେରିଲା । କ୍ରାଇମବ୍ରାଞ୍ଚ ମୁଖ୍ୟାଳୟକୁ ଫେରିଲା ତଦନ୍ତକାରୀ ଟିମ୍ । କିଛି ସମୟ ପୂର୍ବରୁ ୪ ଅଭିଯୁକ୍ତଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ଅନ୍ୟ ସ୍ଥାନକୁ ନେଇଥିଲା ଟିମ୍ । ଆସନ୍ତାକାଲି କ୍ରାଇମ୍…