ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଫାଉଣ୍ଡେସନ କର୍ମଚାରୀଙ୍କ ପରିବାର ପକ୍ଷରୁ ୪୪ଟି ଭେଂଟିଲେଟର ପ୍ରଦାନ
ଓଡ଼ିଶାଫାଷ୍ଟ(ବ୍ୟୁରୋ):ଷ୍ଟେଟବ୍ୟାଙ୍କ ଅଫ୍ ଇଣ୍ଡିଆ ଫାଉଣ୍ଡେସନର କର୍ମଚାରୀମାନଙ୍କ ପରିବାର ରାଜ୍ୟର କୋଭିଡ ମୁକାବିଲାରେ ସହଯୋଗ କରିବା ପାଇଁ ଆଗେଇ ଆସିଛନ୍ତି । କର୍ମଚାରୀମାନେ ସେମାନଙ୍କ ପରିବାର ପକ୍ଷରୁ ସଂଗୃହୀତ ଅର୍ଥ ତଥା ଏସବିଆଇ ଫାଉଣ୍ଡେସନ ପାଣ୍ଠିରୁ ମିଳିତ ଭାବେ ରାଜ୍ୟ ସରକାରଙ୍କୁ…