ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କଲେ ସଂଖ୍ୟାଲଘୁ ସେଲର ସେକ୍ରୋଟାରୀ, ଦେଖନ୍ତୁ ଭିଡ଼ିଓ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କଲେ ସଂଖ୍ୟାଲଘୁ ଯୁବନେତା ତଥା ବିଜେଡି ସଂଖ୍ୟାଲଘୁ ସେଲର ସେକ୍ରୋଟାରୀ ସେକ ମହମ୍ମଦ ଇସଲାମ । ଉତ୍ତରପ୍ରଦେଶରେ ଫସି ରହିଥିବା ୩୧ ଜଣ ସଂଖ୍ୟାଲଘୁ ଛାତ୍ରଙ୍କୁ ଓଡ଼ିଶା ଫେରାଇ ଆଣିଥିବାରୁ ସେ ଏହି କୃତଜ୍ଞତା ଜ୍ଞାପନ କରିଛନ୍ତି ।…