ପ୍ରତିଷ୍ଠା ଦିବସରେ ଆତ୍ମସମୀକ୍ଷା ନକରି ପୁଣି ମିଛର ବାତ୍ୟା କରୁଛି ବିଜେଡି : ସତ୍ୟବ୍ରତ ପଣ୍ଡା
ଭୁବନେଶ୍ୱର: ଓଡିଶାର ଶାସନ ଦାୟିତ୍ୱରେ ଥିବା ବିଜୁ ଜନତା ଦଳ ନିଜ ୨୫ତମ ପ୍ରତିଷ୍ଠା ଦିବସ ଗତ କାଲି ପାଳନ କରିଛି । ଗୋଟିଏ ରାଜ୍ୟରେ ନିରୁଙ୍କଶ ଭାବେ ଦୀର୍ଘ ୨୧ ବର୍ଷ ଧରି ଶାସନ କ୍ଷମତାରେ ରହିବା କୈଣସି କମ୍ କଥା ନୁହେଁ । ପ୍ରତିଷ୍ଠା ଦିବସରେ ଶାସକ ବିଜେଡିର ଉପଲବ୍ଧି ଗୁଡିକର ଏକ ନିରପେକ୍ଷ…