Browsing Tag

Satta

ଜୁଆ ଆଡ୍ଡା ଉପରେ ଚଢାଉ: ୯ ଜଣ ଅଟକ

ଜଳେଶ୍ବର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ବାଲେଶ୍ବର ଜିଲ୍ଲା ସୋରରେ ବରଫକଳ ଛକ ନିକଟସ୍ଥ ଲିଓ ସାଇ ପ୍ୟାଲେସରେ ଜୁଆ ଆଡ୍ଡା ଉପରେ ଚଢାଉ । ଖବର ପାଇ ସୋର ପୋଲିସ୍ ଚଢାଉ କରି ୯ ଜଣଙ୍କୁ ଧରିବା ସହ ଲକ୍ଷାଧିକ ଟଙ୍କା ଜବତ କରିଛି। ଗତକାଲି ରାତିରେ ସୋର ପୋଲିସ୍ କୌଣସି ସୁତ୍ରରୁ ଖବର ପାଇ ଲିଓ ସାଇ…