୭ ଦିନିଆ ରିମାଣ୍ଡରେ ଅର୍ଚ୍ଚନାଙ୍କ ଠାରୁ ସତ ଓଗାଳିବ ଇଡି
ଲେଡି ବ୍ଲାକମେଲର ଅର୍ଚ୍ଚନାଙ୍କୁ ରିମାଣ୍ଡରେ ନେବ ଇଡି । ୭ ଦିନିଆ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଛନ୍ତି କୋର୍ଟ । ରିମାଣ୍ଡରେ ଅବଧି ସରିବା ପରେ ପୁଣି ୧୩ ତାରିଖରେ ଅର୍ଚ୍ଚନାଙ୍କୁ କୋଟରେ ହାଜର କରିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି କୋର୍ଟ ।
୧୫ ଦିନ ରିମାଣ୍ଡରେ ନେବା ପାଇଁ ଆବେଦନ…