ସାରୁଅଠାରେ ହୋଇଥିବା ଓଟିଭି ବିଶାଳ ଷ୍ଟୁଡ଼ିଓ ସହିତ ଜଡିତ କେଉଁ ବିଜେଡ଼ି ବିଧାୟକଙ୍କ ଭାଇ ଜଣାନ୍ତୁ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦିନକୁ ଦିନ ଓଡିଶା ଇନଫ୍ରାଟେକ ପାଇଁ ଅଡୁଆ ବଢିବାରେ ଲାଗିଛି । ସାରୁଅ ଜମି ଜୋର ଜବରଦସ୍ତ ଅଧିଗ୍ରହଣକୁ ନେଇ ଓଟିଭି ନିର୍ଦେଶକ ଅଡ଼ୁଆରେ ପଡ଼ିଛନ୍ତି । ମାତ୍ର ଏହି ଘଟଣାରେ ତାଙ୍କୁ ସହଯୋଗ କରିଥିବା ବିଜେଡ଼ି ଦଳର ପ୍ରଭାବଶାଳୀ ଓ ଦବଦବା ଥିବା ଜଣେ ବିଧାୟକଙ୍କ…