ବରିଷ୍ଠ କଂଗ୍ରେସ ନେତା ଶରତ ପଟ୍ଟନାୟକ ହେଲେ ନୂତନ ପିସିସି ସଭାପତି
ଭୁବନେଶ୍ବର, ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟ କଂଗ୍ରେସ ନୂତନ ସଭାପତି ନେଇ ଚାଲିଥିବା କନ୍ଦଳର ଅନ୍ତ ଘଟିଛି । ବରିଷ୍ଠ କଂଗ୍ରେସ ନେତା ଶରତ ପଟ୍ଟନାୟକଙ୍କୁ ନୂତନ ପିସିସି ସଭାପତି ଭାବେ ଚୟନ କରାଯାଇଛି । ଏଆଇସିସି ଆଜି ଶରତଙ୍କ ନାଁ ଉପରେ ମୋହର ମାରିଛି । ଏଆଇସିସି ନିରଞ୍ଜନ ପଟ୍ଟନାୟକଙ୍କ…