୭ ଦିନ ରାତିରେ ପାନମଧୁରୀ ଖାଇଲେ ତାର ଫାଇଦା ଜାଣିଲେ ଆପଣ ଚକିତ ରହିଯିବେ
ଓଡ଼ିଶା ଫାଷ୍ଟ (ବ୍ୟୁରୋ): ପାନ ମଧୁରୀ ର ଉପକାରିତା ବିଷୟରେ ଯାହାକୁ ଆମେ ରୋଷେଇ ଘରେ ମସଲା ରୂପରେ ବ୍ୟବହାର କରିଥାଉ । ଏମିତି ତ ପାନମଧୁରୀର ଭଲ ବାସ୍ନା ଯୋଗୁ ଆମେ ତାହାକୁ ମୁଖ ଦୁର୍ଗନ୍ଧ ଦୂର କରିବା ପାଇଁ ବ୍ୟବହାର କରି ଥାଉ କିନ୍ତୁ ଆପଣ ଜାଣନ୍ତି କି ତାହା ଆମ ଶରୀର ପାଇଁ କେତେ ଉପକାରୀ ।…