Browsing Tag

Sanjhi mata

ନବରାତ୍ରୀରେ କାହିଁକି କରାଯାଏ ସଞ୍ଜୀ ମାତାଙ୍କ ପୂଜା ? କାହିଁକି ଦଶହରା ଦିନ କରାଯାଏ ବିସର୍ଜନ ?

ନବରାତ୍ରିର ୯ ଦିନରେ ମାତା ଦୁର୍ଗାଙ୍କ ୯ଟି ଅବତାରକୁ ପୂଜା କରାଯାଏ। ବହୁ ଆଡମ୍ବର ସହ ପାଳନ କରାଯାଏ ଏହି ୯ଦିନ । ତେବେ କିଛି ଘରେ ଏହି ସମୟରେ ସଞ୍ଜୀ ମାତାଙ୍କୁ ମଧ୍ୟ ଅନେକ ଘରେ ପୂଜା କରିଥାନ୍ତି । ଯାହା କଳା ଏବଂ ଲୋକ ସଂସ୍କୃତି ପ୍ରତୀକ ବୋଲି ବିଶ୍ୱାସ ରହିଛି । ତେବେ ଆସନ୍ତୁ ଜାଣିବା…