Browsing Tag

sanjay rauta

ପ୍ରଧାନମନ୍ତ୍ରୀ କେୟାର ପାଣ୍ଠିରୁ ମୃତ୍ୟୁବରଣ କରିଥିବା କୃଷକଙ୍କ ପରିବାରକୁ କ୍ଷତିପୂରଣ ଦିଆଯାଉ: ସଞ୍ଜୟ ରାଉତ

ତିନିଟି ବିବାଦୀୟ କୃଷି ଆଇନ ବିରୋଧରେ ବର୍ଷବ୍ୟାପୀ ବିକ୍ଷୋଭ ସମୟରେ ୭୦୦ରୁ ଅଧିକ କୃଷକଙ୍କ ମୃତ୍ୟୁ ଘଟିଛି ବୋଲି ରବିବାର ଅଭିଯୋଗ କରିଛନ୍ତି ଶିବସେନା ନେତା ତଥା ସାଂସଦ ସଞ୍ଜୟ ରାଉତ। ଏଥିସହ ସେ ଦାବି କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ତିନିଟି ଆଇନର ରଦ୍ଦ ଘୋଷଣା କରିବାର…