ଶିବସେନା ନେତା ସଞ୍ଜୟ ରାଉତ ଗିରଫ
ଶିବସେନା ନେତା ସଞ୍ଜୟ ରାଉତଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଗତକାଲି ତଦନ୍ତକାରୀ ସଂସ୍ଥା ସଞ୍ଜୟଙ୍କୁ ଅଟକ ରଖିବା ପରେ ଗିରଫ ସମ୍ଭାବନା ବଢିଥିଲା । ରବିବାର ତାଙ୍କୁ ଦୀର୍ଘ ୧୬ ଘଣ୍ଟା ମାରାଥାନ ଜେରା ପରେ ଗତକାଲି ମଧ୍ୟରାତ୍ରୀରେ ଗିରଫ କରିଛି ତଦନ୍ତକାରୀ ସଂସ୍ଥା । ଗତକାଲି…