ସଞ୍ଜୟ ଦାସବର୍ମାଙ୍କ କୃଷ୍ଣପ୍ରସାଦ ବ୍ଲକ ପରିଦର୍ଶନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା କୃଷ୍ଣପ୍ରସାଦ ବ୍ଲକର ମାଲୁଦ ପଞ୍ଚାୟତର ଆଦର୍ଶ ବିଦ୍ୟାଳୟ ଏବଂ ସିଆଣ୍ଡି ପଞ୍ଚାୟତର ଗୋପାଳପୁର ଠାରେ ନିର୍ମାଣଧୀନ ଶିଳ୍ପ ତାଲିମ କେନ୍ଦ୍ର ନିର୍ମାଣ କାର୍ଯ୍ୟକୁ ଅନୁଧ୍ୟାନ କରିଥିଲେ । ଏବଂ ନିର୍ମାଣ…