Browsing Tag

Sanitary Napkins distributed by Varsha Priyadarshi

ଜଗନ୍ନାଥ ପ୍ରସାଦ ଗ୍ରାମରେ ବର୍ଷା ପ୍ରିୟଦର୍ଶନୀଙ୍କ ଦ୍ୱାରା ସାନିଟାରୀ ନାପକିନ୍ କିଟ୍ ବଣ୍ଟନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓଡିଆ ଚଳଚ୍ଚିତ୍ର ଅଭିନେତ୍ରୀ ତଥା ସମାଜ ସେବୀକା ବର୍ଷା ପ୍ରିୟଦର୍ଶନୀ ଶୁକ୍ରବାର ଦିନ ଜଗନ୍ନାଥ ପ୍ରସାଦ ନିକଟସ୍ଥ ଚୁନୋକୋଳି ଗ୍ରାମ ପରିଦର୍ଶନ କରିଛନ୍ତି। ତାଙ୍କ ଗସ୍ତର ଉଦ୍ଦେଶ୍ୟ ଥିଲା ଗାଁର ମହିଳାମାନଙ୍କୁ ଭେଟିବା ଏବଂ ସେମାନଙ୍କ ମଧ୍ୟରେ ସାନିଟାରୀ ନାପକିନ୍…