ଯାଜପୁରର ୨୪ଟି ବୁଥ୍ରେ ଆସନ୍ତାକାଲି ହେବ ସାନି ମତଦାନ
ଓଡ଼ିଶା ଫାଷ୍ଟ (ବ୍ୟୁରୋ): ହିଂସାକାଣ୍ଡ, ବୁଥ୍ ଜବର ଦଖଲ, ବାଲାଟ୍ ପେପର ଲୁଟ୍ ଘଟଣାରେ ବାତିଲ ହୋଇଥିବା ୨୪ଟି ବୁଥ୍ରେ ଆସନ୍ତାକାଲି ୨୩ ତାରିଖ ସାନି ମତଦାନ କରାଯିବ. ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ପ୍ରସ୍ତୁତି ଶେଷ କରାଯାଇଛି । ଚଳିତ ମାସ ୧୬ ତାରିଖରେ ତ୍ରିସ୍ତରୀୟ…