ନବୀନଙ୍କୁ ଟକ୍କର ଦେଇଥିବା ବିଜେପି ପ୍ରାର୍ଥୀ ସନତ ଗଡ଼ତିଆ ରୀତାଙ୍କୁ ଦେବେ ଟକ୍କର
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜେପୁର ଉପନିର୍ବାଚନ ପାଇଁ ବିଜେପି ସନତ ଗଡ଼ତିଆଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି । ଗତ ସାଧାରଣ ନିର୍ବାଚନରେ ନବୀନଙ୍କୁ ଟକ୍କର ଦେଇ ଥିବା ବିଜେପି ପ୍ରାର୍ଥୀ ସନତ ଗଡ଼ତିଆ ଏଥର ବିଜେପୁର ଉପନିର୍ବାଚନ ରେ ରୀତାଙ୍କୁ ଦେବେ ଟକ୍କର । ପୂର୍ବରୁ ବିଜେଡି ରୀତା ସାହୁଙ୍କ…