Browsing Tag

sambit

ବିଜେଡି ବିଧାୟକଙ୍କ ଟିକଟକି ଭିଡିଓ ଭାଇରାଲ

ପାରାଦୀପର ବିଜେଡି ବିଧାୟକ ସମ୍ବିତ ରାଉତରାୟ ସାପ ଖେଳାଉଥିବାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ଟିକ୍‌ଟକ୍‌ ଭିଡିଓରେ ସମ୍ବିତ ଗୋଟିଏ ଢମଣା ସାପକୁ ଧରି ଖେଳାଉଥିବା ଦେଖିବାକୁ ମିଳିଛି । 11 ସେକେଣ୍ଡର ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ବିଧାୟକ ସାପକୁ ଧରି କ୍ୟାମେରା ଆଗରେ…