Browsing Tag

salt -health tips

ବିଭିନ୍ନ ପ୍ରକାର ଲୁଣରୁ କେଉଁଟା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ଜାଣନ୍ତୁ…

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ଲୁଣ ବିନା ଖାଦ୍ୟର ସ୍ବାଦକୁ କଳ୍ପନା ମଧ୍ୟ କରାଯାଇପାରିବନାହିଁ। କେତେକ ଲୋକ କମ୍ ଲୁଣ ଖାଇବା ପସନ୍ଦ କରୁଥିବାବେଳେ କେତେକ ଲୁଣ ଅଧିକ ଲୁଣ ଖାଇଥାନ୍ତି। ଲୁଣ ସୋଡିୟମର ଏକ ଭଲ ଉତ୍ସ ଭାବେ କାମ କରିଥାଏ। ସୋଡିୟମ୍ ଖାଦ୍ୟକୁ ଭଲଭାବେ ପାଚନ କରିବା ସହ ଆମ ହଜମ…