ଅପରାଧ ରାଜଧାନୀରୁ ଧଳା ଜହର ଜବତ ଓଡିଶା ଫାଷ୍ଟ ବ୍ୟୁରୋ May 5, 2022 0 ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ପୁଣି ରାଜଧାନୀରୁ ଧଳା ଜହର ଜବତ । ୨୦୦ ଗ୍ରାମ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ଦୁଇ ଲକ୍ଷ ଟଙ୍କା ହେବ । ସଲିଆ ସାହିରେ ଥିବା ଆଦିବାସୀ ସାହି ଅବକାରୀ ବିଭାଗ ଦ୍ଵାରା ଜବତ ହୋଇଛି । ଏହା ସହ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛି ।