ନଦୀରୁ ଉଦ୍ଧାର ହେଲା ଆଉଏକ ମୃତ ଦେହ
ଓଡ଼ିଶା ଫାଷ୍ଟ (ବ୍ୟୁରୋ):କୁଆଖାଇ ନଦୀରୁ ପୁଣି ଏକ ମୃତ ଦେହ ଉଦ୍ଧାର ହୋଇଛି । ସହିଦନଗର ଥାନା ଅନ୍ତର୍ଗତ ଟଙ୍କପାଣି ବ୍ରିଜ ପାଖ ବାଙ୍କୁଆଳ ଗ୍ରାମ ନିକଟରୁ ବାଲିଅନ୍ତା ପୋଲିସ୍ ବାଲିଅନ୍ତା ଅଗ୍ନିଶମ ସହାୟତାରେ ମୃତ ଦେହ ଉଦ୍ଧାର କରାଯାଛି । ନଦୀରେ ମୃତ ଦେହ ଭାସୁଥିବାର ଦେଖି ସ୍ଥାନୀୟ ଲୋକ…