କେଉଁ ପରିବା, ଫୁଲ ଓ ଡାଲିକୁ ଓଡିଆ ଘରେ ଆମିଷ ବୋଲି କୁହାଯାଏ ?
, ଆମ୍ଭର ଓଡିଆ ଘରେ ବିଭିନ୍ନ ପ୍ରକାରର ନୀତି ନିୟମ ପାଳନ କରାଯାଏ । ଓଡିଶା ର ପୂଜା ପଦ୍ଧତି ରେ ବହୁତ କିଛି ଭିନ୍ନତା ରହିଅଛି । ଏହା ସହିତ ଆମ୍ଭର ଓଡିଆ ଘରର କେତେକ ଚାଲିଚଳନ ଅଛି କେତେକ ନିୟମ ଅଛି ଯାହାକି ଶାସ୍ତ୍ର ରୁ ଉର୍ଦ୍ଧ ରେ । ଶାସ୍ତ୍ରର ନିୟମ ସେ ସବୁ ନୁହେଁ ମାତ୍ର ଲୋକାଚାର ରେ…