ପନ୍ତଙ୍କ ପ୍ରଶଂସାରେ ତେନ୍ଦୁଲକର
ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ଟେଷ୍ଟ ମ୍ୟାଚ୍ର ପ୍ରଥମ ଦିନରେ ନିଜର ବ୍ୟାଟିଂ ର କମାଲ ଦେଖାଇଛନ୍ତି ରିଷଭ ପନ୍ତ। ନିଜର ଦମଦାର ବ୍ୟାଟିଂ ଯୋଗେ ସମସ୍ତଙ୍କର ହୃଦୟ ଜିଣିପାରିଛନ୍ତି। ସେ ମାତ୍ର ୮୯ ବଲ୍ରେ ଶତକ କରିଥିଲେ। ଯାହା ଫଳରେ ଟିମ୍କୁ ସଙ୍କଟରୁ ବାହାର କରିଥିଲେ ପନ୍ତ। ତାଙ୍କର…