ଆଜି ଖୋଲିବ ସାବରୀମାଲା ମନ୍ଦିର,ଶୃଙ୍ଖଳା ପାଇଁ ୨ହଜାର ପୋଲିସ ନିୟୋଜିତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବହୁ ବାଦବିବାଦ ସତ୍ତ୍ୱେ ପାରମ୍ପରିକ ପୂଜା ପାଇଁ ଆଜି ସନ୍ଧ୍ୟା ୫ଟାରୁ ୨୪ଘଣ୍ଟା ପାଇଁ ଖୋଲିବ କେରଳର ସାବରୀମାଳା ମନ୍ଦିର । ଏଥିପାଇଁ ସ୍ଥାନୀୟ ପୋଲିସ ପକ୍ଷରୁ ୨ହଜାର ପୋଲିସ ନିୟୋଜିତ ହୋଇଛନ୍ତି । ଏଥିରେ ଶହେ ଜଣ ମହିଳା ପୋଲିସ ଅଛନ୍ତି । ମନ୍ଦିରରେ ଶୃଙ୍ଖଳିତ…