ରୁଷିଆ ସେନାର ଏୟାର ଷ୍ଟ୍ରାଇକ୍: ସିନେମା ହଲ୍ରେ ଚାପିହୋଇଛନ୍ତି ଶତାଧିକ ଲୋକ
କିଭ୍ : ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଜାରି ଥିବା ଯୁଦ୍ଧ ୨୪ ଦିନରେ ପହଞ୍ଚିଛି । ରୁଷିଆର ସେନା ଲଗାତାର ୟୁକ୍ରେନ୍ର ବିଭିନ୍ନ ସହର ଉପରେ ଆକ୍ରମଣ କରୁଛି । ୟୁକ୍ରେନ୍ର ରାଜଧାନୀ କିଭ୍ ଠାରୁ ପୂର୍ବାଞ୍ଚଳରେ ଥିବା ଖାରକିଭ୍ ପର୍ଯ୍ୟନ୍ତ ରୁଷିଆର ସେନା ବୋମାମାଡ଼ ଜାରି ରଖିଛନ୍ତି । ମାରିୟୁପୋଲ…