Browsing Tag

Russa and youcren

ୟୁକ୍ରେନର ସୈନିକ ଅସ୍ତ୍ର ଶସ୍ତ୍ର ପରିତ୍ୟାଗ କରିଲେ ଆମେ ଆଲୋଚନା କରିବାକୁ ପ୍ରସ୍ତୁତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି। ରୁଷ ୟୁକ୍ରେନରେ ଖୁବ୍ ତାଣ୍ଡବଲୀଳା ମଚାଇଛି। ଘନ ଘନ ମିସାଇଲ ମାଡରେ ଥରହର ୟୁକ୍ରେନ। ତଥାପି ମୁଣ୍ଡ ନୁଆଁଇବାକୁ ପ୍ରସ୍ତୁତ ନୁହେଁ ରୁଷର ଏହି ପଡୋଶୀ ରାଷ୍ଟ୍ର। ଏ ପର୍ଯ୍ୟନ୍ତ ଅନେକ ସୈନିକଙ୍କ…