୭୦ ହଜାର ଜାପାନ ସ୍ୱେଚ୍ଛାସେବୀ ଋଷ ବିରୋଧରେ ଲଢିବେ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଋଷ ସୈନ୍ୟଙ୍କ ବିରୋଧରେ ଲଢିବା ପାଇଁ ଦକ୍ଷିଣ-ପଶ୍ଚିମ ଜାପାନରେ ରହୁଥିବା ୩୯ ବର୍ଷିୟ ଅଫିସ୍ କର୍ମଚାରୀ ଆଗକୁ ଆସିଛନ୍ତି। ବ୍ୟକ୍ତିଙ୍କ ନାଁ କିଅଚି କୁରୋଗୀ। ସେ ୟୁକ୍ରେନ ଦୂତାବାସକୁ ଯୁଦ୍ଧରେ ସାମିଲ୍। ସେ କହିଛନ୍ତି, ମୁଁ ଯେତେବେଳେ ୟୁକ୍ରେନର ବୃଦ୍ଧ, ପୁରୁଷ ଓ…