Browsing Tag

Rushed To Hospital

ହସ୍ପିଟାଲରେ ସୈଫ୍ ଅଲ୍ଲି ଖାନ୍

ବଲିଉଡର ନବାବ୍ ଭାବେ ଜଣା ସୈଫ୍ ଅଲ୍ଲି ଖାନ୍ ମୁମ୍ବାଇ କେକିଲାବେନ୍ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେଠାରେ ତାଙ୍କର ସର୍ଜରୀ ହୋଇଛି । ତାଙ୍କ ପାଖରେ ଅଭିନେତ୍ରୀ ତଥା ତାଙ୍କ ପତ୍ନୀ କରୀନା କପୁର ମଧ୍ୟ ଉପସ୍ଥିତ ଅଛନ୍ତି । ଏହି ଖବରରେ ସୈଫଙ୍କ ପ୍ରଶଂସକଙ୍କ ମଧ୍ୟରେ ବ୍ୟସ୍ତତା ଦେଖାଦେଇଛି…