ଋଷଭ ପନ୍ତଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିବା ସହ ସଫଳ ହେଲା ପ୍ଲାଷ୍ଟିକ ସର୍ଜରୀ
ଟିମ୍ ଇଣ୍ଡିଆର ୱିକେଟ କିପର ଋଷଭ ପନ୍ତଙ୍କର ଭୟଙ୍କର ସଡକ ଦୁର୍ଘଟଣା ପରେ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ତାଙ୍କ ମୁଣ୍ଡ ଓ ମେରୁଦଣ୍ଡର ହାଡରେ କୌଣସି ଆଘାତ ଆସିନଥିବା ରିପୋର୍ଟରୁ ଜଣାପଡିଛି। ଋଷଭ ମୁହଁର ପ୍ଲାଷ୍ଟିକ ସର୍ଜରୀ ସଫଳତାର ସହ ଶେଷ ହୋଇଛି। ଦୁର୍ଘଟଣାରେ…