Browsing Tag

rupali square

କ୍ରୀଡ଼ା ସଚିବ ବିଶାଲ ଦେବଙ୍କୁ ଯୁବ କଂଗ୍ରେସ ପକ୍ଷରୁ ଅଣ୍ଡା ମାଡ଼ ଚେତାବନୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଯୁବ ଓ ଛାତ୍ର କଂଗ୍ରେସ ପକ୍ଷରୁ କ୍ରୀଡ଼ା ସଚିବ ବିଶାଲ ଦେବଙ୍କୁ ଚେତାବନୀ । "ଗଣମାଧ୍ୟମ ପ୍ରତିନିଧିଙ୍କୁ କରିଥିବା ଦୁର୍ବ୍ୟବହାର ପାଇଁ ଭୁଲ ମଗାନ୍ତୁ ନହେଲେ ଆଗାମୀ ଦିନରେ ତାଙ୍କ ଘରେ ପଶି ଅଣ୍ଡା ମାଡ଼ କରିବୁ ।" ସୂଚନା ଅନୁଯାୟୀ, ହକି ଉଦଘାଟନୀ ମ୍ୟାଚ…