ଆଜିଠୁ ବଦଳୁଛି ଏହିସବୁ ନିୟମ, ଯାହା ସିଧାସଳଖ ପଡିବ ଖାଉଟିଙ୍କ ଉପରେ…
ଆଜିଠୁ ଅଗଷ୍ଟ ମାସ ଆରମ୍ଭ । ତେବେ ମାସ ପହିଲା ବା ପ୍ରଥମ ଦିନରୁ ମଧ୍ୟ ଅନେକ ବଡ ପରିବର୍ତ୍ତନ ଦେଶରେ ହେବାକୁ ଯାଉଛି। ଯାହା ଦେଶର ସାଧାରଣ ଲୋକଙ୍କ ଉପରେ ସିଧାସଳଖ ପ୍ରଭାବ ପକାଇବ। କ୍ରେଡିଟ୍ କାର୍ଡ ଏବଂ ଆୟକର ରିଟର୍ଣ୍ଣ ଫାଇଲ୍ ସହିତ ଏଲପିଜି ଗ୍ୟାସ୍ ସିଲିଣ୍ଡର ମୂଲ୍ୟରେ ହେବ ପରିବର୍ତ୍ତନ।…