ଭାରତୀୟ ଆକାଶରେ ୫ ରାଫେଲ୍ ଲଢୁଆ ଜେଟ୍
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଉ କିଛି ସମୟ ପରେ ଭାରତରେ ଅବତରଣ କରିବ ରଫେଲ। ଫ୍ରାନସରୁ ଆସିଥିବା ପାଞ୍ଚଟି ରାଫେଲ୍ ଲଢୁଆ ଜେଟ୍ ଆଉ ଅଳ୍ପ ସମୟ ମଧ୍ୟରେ ହରିୟାଣାର ଅମ୍ବାଲାରେ ଅବତରଣ କରିବ। ସୋମବାର ଦିନ ଏହି ପାଞ୍ଚଟି ଜେଟ୍ ଫ୍ରାନ୍ସରୁ ଉଡ଼ାଣ ଆରମ୍ଭ କରି ଗତକାଲି ସ୍ବଳ୍ପ ସମୟ ଲାଗି…