Browsing Tag

Rourkela

ନାଇଟ କୋଚ ବସ ଦୁର୍ଘଟଣାଗ୍ରସ୍ତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତକାଲି ରାତିରେ ଗଙ୍ଗା ନାମକ ଏକ ନାଇଟ କୋଚ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହା ଭୁବନେଶ୍ୱରରୁ ରାଉରକେଲା ଯାଉଥିବା ସମୟରେ ସୁନ୍ଦରଗଡ଼ର ବଣେଇର ଝିର୍ଡାପାଲି ଠାରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ୪ ଜଣ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି ।…

ଚିକିତ୍ସା ଅବହେଳାରୁ ମୃତ୍ୟୁକୁ ନେଇ ଡାକ୍ତରଖାନା ରେ ଉତ୍ତେଜନା

ଓଡିଶା ଫାଷ୍ଟ(ବ୍ୟୁରୋ): ସରକାରୀ ଡାକ୍ତରଖାନାରେ ଗର୍ଭବତୀ ମହିଳା ଓ ଶିଶୁର ମୃତ୍ୟୁ କୁ ନେଇ ଉତ୍ତେଜନା । ଏଭଳି ଅଭାବନୀୟ ଘଟଣା ଘଟିଛି ରାଉରକେଲାରେ । ସୂଚନାନୁଯାୟୀ, ରାଉରକେଲା ମାଲଗୋଦାମ ବସ୍ତିର ହରିଶ ଚନ୍ଦ୍ର ପାତ୍ରଙ୍କ ପତ୍ନୀ ଭାମା କିଷାନ ପ୍ରସୂତି ପାଇଁ ସରକାରୀ ଡାକ୍ତରଖାନାକୁ…

ଟ୍ରେନ ଧକ୍କାରେ ଗୋଟିଏ ପରିବାରର ୪ କାଉଡ଼ିଆଙ୍କର ମୃତ୍ୟୁ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଟ୍ରେନ୍‌ରେ କଟି ୪ ଜଣ କାଉଡିଆଙ୍କ ମୃତ୍ୟୁ ଘଟିଛି। ଏଭଳି ଏକ ଦୁଃଖଦ ରାଉରକେଲା ପାନପୋଷ ରେଳ ଷ୍ଟେସନ ନିକଟରେ ଘଟିଛି । ସେମାନେ ଗୋଟିଏ ପରିବାରର ବୋଲି ଜଣାଯାଇଛି । ସୂଚନା ଅନୁଯାୟୀ, କାଲି କିଛି କାଉଡିଆ ବେଦବ୍ୟାସ ପୀଠରେ ଶିବଙ୍କ ମସ୍ତକରେ ପାଣି ଢାଳିବା ପାଇଁ…