ରୋହିତ ପୂଜାରୀ ହେଲେ ଶାସକ ଦଳର ଉପ ମୁଖ୍ୟ ସଚେତସକ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରେଢାଖୋଲ ବିଧାୟକ ରୋହିତ ପୂଜାରୀ ହେଲେ ଶାସକ ଦଳର ଉପ-ମୁଖ୍ୟ ସଚେତସକ । ପୂର୍ବରୁ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ଏହି ଦାୟିତ୍ୱ ତୁଲାଉଥିଲେ ।
ସୂଚନା ଅନୁଯାୟୀ, ରୋହିତ ପୂଜାରୀ ଗତ ବିଧାନସଭାରେ ମଧ୍ୟ ସରକାରୀ ଦଳ ଉପ-ମୁଖ୍ୟସଚେତକ ଭାବେ ଦାୟିତ୍ୱ…