ପୁଣି ରାଜଧାନୀରେ ମାତିଲେ ଲୁଟେରା
ପୁଣି ରାଜଧାନୀରେ ମାତିଲେ ଲୁଟେରା। ଥୁମନି ଦୁର୍ବୃତ୍ତଙ୍କ ଉତ୍ପାତ। ମଞ୍ଚେଶ୍ୱର ଥାନା ଜଗନ୍ନାଥ ନଗରରେ ସିରିଜ ଲୁଟ୍ ହୋଇଥିବା ନେଇ ଶୁକ୍ରବାର ଖବର ମିଳିଛି। ୨ଟି ଘରୁ ଦୁର୍ବୃତ୍ତ ସୁନା ଗହଣା ଲୁଟି ନେଇଛନ୍ତି। ଘରେ ପଶି ଝରକା ତାଡି ଲୁଟ୍ କରିଛନ୍ତି। ଲୁଟେରା ଗ୍ୟାଙ୍ଗର ସିସିଟିଭି ଫୁଟେଜ୍…